ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାରଙ୍କ ପ୍ରସ୍ତୁତି : ସବୁ ଶିଶୁଙ୍କ ହେବ ଆର୍‌ଟି-ପିସିଆର୍‌ ପରୀକ୍ଷା

ଭୁବନେଶ୍ବର : ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିବା ସବୁ ଶିଶୁଙ୍କର ହେବ ଆର୍‌ଟି-ପିସିଆର୍‌ ପରୀକ୍ଷା। ଶିଶୁ ୱାର୍ଡରେ ଆଡମିସନ୍‌ ହେବା ପୂର୍ବରୁ ଶିଶୁମାନଙ୍କ ପରୀକ୍ଷାକୁ ସୁନିଶ୍ଚିତ କରାଯିବ। ରାଜ୍ୟସ୍ତରୀୟ ଶିଶୁ କୋଭିଡ କେୟାର ଟାସ୍କ ଫୋର୍ସ ‌ବୈଠକରେ ଏ ସଂପର୍କରେ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ଅବଗଣନା ଜାରି ରହିଛି। ନିର୍ଦ୍ଦିଷ୍ଟ … Continue reading ସମ୍ଭାବ୍ୟ ତୃତୀୟ ଲହରକୁ ନେଇ ସରକାରଙ୍କ ପ୍ରସ୍ତୁତି : ସବୁ ଶିଶୁଙ୍କ ହେବ ଆର୍‌ଟି-ପିସିଆର୍‌ ପରୀକ୍ଷା